ଗୋଟିଏ ଘରେ ୬୦ ଯୁବତୀଙ୍କୁ ତାଲା: ସନ୍ଦେହ ଘେରରେ ପୁଲିସର ଭୂମିକା

ଘର ସହ ‌କଥା ହେବାକୁ ଦିଆ ଯାଉନି ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଗୋଟିଏ କୋଠାରେ ପ୍ରାୟ ୬୦ ଜଣ ଯୁବତୀଙ୍କୁ ତାଲା ବନ୍ଦ କରି ରଖାଯାଇଛି। ନା’ ବାହାରକୁ ଯିବାକୁ ଅନୁମତି ଅଛି, ନା ଘର ସହ କଥା ହେବାକୁ ଦିଆଯାଉଛି। ଚାକିରି ଦେବା ନାଁରେ ଏହି ଯୁବତୀ ମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଡକା ହୋଇ ଅଣା ହୋଇଛି। ତେବେ ଏତେ ସଂଖ୍ୟାରେ … Continue reading ଗୋଟିଏ ଘରେ ୬୦ ଯୁବତୀଙ୍କୁ ତାଲା: ସନ୍ଦେହ ଘେରରେ ପୁଲିସର ଭୂମିକା